ଏ ହେଉଛି ବ୍ୟାସନଗର ନହକା ଛକରେ ଥିବା ମାଛ ମାର୍କେଟ l ପଚା ନର୍ଦମା ପାଣିରେ ବସି ମାଛ ମାଂସ ବିକ୍ରି କରୁଛନ୍ତି ବ୍ୟବସାୟୀ l ଆଉ ଏଥିପାଇଁ ପ୍ରତି ବାରରେ 30ଟଙ୍କା ଲେଖାଏଁ ମହାସୁଲ ଦେବାକୁ ପଡୁଛି ପୌର ପ୍ରଶାସନକୁ । ହେଲେ ପୌର ପ୍ରଶାସନ ପକ୍ଷରୁ ସେମାନଙ୍କ ବସିବା ପାଇଁ କୌଣସି ସୁବିଧା କରାଯାଉନାହିଁ l ଫଳରେ ବାଧ୍ୟ ହୋଇ ସେହି ସ୍ଥାନରେ ବସି ବେପାର କରୁଛନ୍ତି ବୋପାରୀ l
#fishmarket #Vysanagar #jajpurroad #MunicipalAdministration #noFacilities #consumers #Odisha #ArgusNews