#ନଳ_ଅଛି_ହେଲେ_ଜଳ_ନାହିଁ
#ଜଙ୍ଗଲ_ଭିତରେ_ଥିବା_ଚୁଆ_ପାଣିରେ_ବିତୁଛି_ଗ୍ରାମବାସୀଙ୍କ_ଜୀବନ
ଗାଁରେ ୩ଟି ନଳକୂପ ଥିବା ବେଳେ ଗ୍ରାମବାସୀ ଏକ କିଲୋମିଟର ଦୂରକୁ ଯାଇ ଚୁଆପାଣିକୁ ଆଣି ବ୍ୟବହାର କରୁଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ,ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳ ରାଣୀଙ୍ଗପଦର ଗାଁରେ।
#ArgusNews #ArgusNewsTV #Odisha #Kandhamal #WaterIssue