ଘରର ଭଙ୍ଗା ଲଣ୍ଠନ ହେଉ କି ପୁରୁଣା ପ୍ଲାଷ୍ଟିକ ବୋତଲ ହେଉ ଅବା ହେଉ ଛୋଟ ବଡ଼ କାଚ ଆଉ ପ୍ଲାଷ୍ଟିକ ଡବା । ଘର ସଫା କଲାବେଳେ ଏଗୁଡ଼ିକୁ ପ୍ରାୟ ପରିବାର ଫିଙ୍ଗି ଦେଇଥାନ୍ତି । କିନ୍ତୁ ଏଗୁଡିକ ଜରିଆରେ ସୁନ୍ଦରରୁ ଅତି ସୁନ୍ଦର କଳାକୃତି ତିଆରି କରି ରାଜଧାନୀର ଜଣେ ଗୃହିଣୀ ନିଜର ଆୟ ବଢ଼ାଇଥିବା ବେଳେ ଅନ୍ୟ ମାନଙ୍କୁ ଦେଉଛନ୍ତି ରୋଜଗାର କରିବାର ଦକ୍ଷତା
#GoodNews #Bhubaneswar #Craft #KalyaniAcharya #Odisha #ArgusNews