ନାଗା ଯାତ୍ରା ଓ ସାହି ଜାତକୁ ନେଇ ପୁରୀ ବଳଙ୍ଗାର ରହିଛି ସ୍ଵତନ୍ତ୍ର ଖ୍ୟାତି । ପ୍ରତ୍ୟେକ ବର୍ଷ ବକ୍ରେଶ୍ୱର ମହାଦେବଙ୍କ ଭଉଁରୀ ଯାତ୍ରାରେ ଦେଖିବାକୁ ମିଳେ ପୁରାତନ କଳାର ପ୍ରଦର୍ଶନ । ବଳଙ୍ଗାର ୨୫ଟି ସାହିର ନାଗା ଏକାଠି ହୋଇଥାନ୍ତି ମେଳଣ ପଡ଼ିଆରେ । ପ୍ରତ୍ୟେକ ନାଗା ପିନ୍ଧିଥାନ୍ତି ୭୦ରୁ ୮୦ କେଜି ଓଜନର ମେଢ଼ ।
#Nagajatra #Sahijata #PuriFame #Brakeswaramahadev #Mahadev #Puri #Balanga #Argusnews #Odisha