କଣାସ ବନ୍ୟା ରେ ଜଳବନ୍ଦୀ ଘରୁ ନାଗ ସାପ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ। ଏକ ୪ ଫୁଟ ଲମ୍ବର ନାଗ ସାପ ବନ୍ୟା ଜଳରେ ଭାସି ଆସି ସୋମନାଥଙ୍କ ଘରର ଚାଳ ଉପରେ ଚଢି ଯାଇଥିଲା ।
#snake #rescue #Odisha #ArgusNews