ବ୍ରହ୍ମଗିରି କୃଷ୍ଣପ୍ରସାଦ ନାଥପୁର ଜମି ଜବରଦଖଲକୁ ନେଇ ବୋମା ଓ ଗୁଳିଚାଳନା ଘଟଣା । ଉଭୟ ଗୋଷ୍ଠୀରୁ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ୬୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ ଶତପଥି । ଏବେ ବି ନାଥପୁର ଅଞ୍ଚଳରେ ମୁତୟନ ହୋଇଛନ୍ତି ୩ ପ୍ଲାଟୁନ ପୋଲିସ ଫୋର୍ସ ।
#Puri #Brahmagiri #LandIssue #Odisha #ArgusNews