ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ୩ ଟି ବ୍ଲକରେ ୬ ଟି ଜୋନ ରହିଥିବା ବେଳେ ଆଜି ବିଜେପି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଛି । ବିଜେପି ପକ୍ଷରୁ ୬ଟି ଜୋନରେ ଉଭୟ ମହିଳା ଓ ପୁରୁଷଙ୍କୁ ସମାନ ଅଗ୍ରାଧିକାର ଦେଇ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
#sambalpur #kuchinda #BJP #Election #nomination #panchayatelection #ArgusNews