#ମୁଡ୍_ଉପରେ_ପକ୍କା_ଘର୍
#ବନ୍ୟା_ବାତ୍ୟାକେ_ନାଇଁନ_ଡର୍
ସରକାର ଗରିବ ଲୁକମାନକର୍ ବିକାଶ୍ ଲାଗିର୍ ଯୁଜନା ଉପରେ ଯୁଜନା କରୁଛନ୍ । ହେଲେ ସରକାରୀ ବାବୁ ମାନକର୍ ଅବହେଲା ଲାଗିର୍ ଅସଲି ହିତାଧିକାରୀଙ୍କର୍ ପାଖକେ ପହଞ୍ଚି ନାଇ ପାରବା ଯୁଜନା ।
#Patnagarh #awasyojana #CmoOdisha #Stakeholder #Odisha #ArgusNews