#ଆବାସ_କାହା_ପାଇଁ?
#ଯୋଗ୍ୟଙ୍କୁ_ଅଣଦେଖା
#ଅଯୋଗ୍ୟ_ହତାଉଛନ୍ତି_ଘର
#ନାରାରେ_ସୀମିତ_ମୋ_ପକ୍କା_ଘର
ଗରିବ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ନାହିଁ ମୁଣ୍ଡ ଉପରେ ଛାତ ଘର ।
#Ganjam #Polsara #awasscam #Corruption #govtyojna #Odisha #ArgusNews