ଅପରାଧ ବୃଦ୍ଧିକୁ ଦେଖି ୨୦୧୬ରେ ରାଜ୍ୟ ସରକାର ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କମିସନରେଟ୍ ପୁଲିସ୍ ବ୍ୟବସ୍ଥା ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏହି ବ୍ୟବସ୍ଥାର IPS ପଦବି ପୂରଣ ନେଇ କେନ୍ଦ୍ର ସରକାର ୨୦୧୮ ଅକ୍ଟୋବର ୧୮ ତାରିଖରେ ଗେଜେଟ ନୋଟିଫିକେସନ ଜାରି କରିଥିଲେ। ହେଲେ ରାଜ୍ୟର ୩ ମହାନଗର ନିଗମରେ ଆରମ୍ଭ ହୋଇପାରିନି କମିସନରେଟ ପୋଲିସ ବ୍ୟବସ୍ଥା ।
#sambalpur #Bramhapur #Raurkela #CommissioneratePolice #IPS #CentralGovt #Odisha #ArgusNews