ବାମରା ବ୍ଲକ ଅନ୍ତର୍ଗତ ପିଣ୍ଡାପଥର ଠାରେ ଉଚ୍ଛୁଲା ନାଳ ପାରି ହେବା ସମୟ ରେ ଏକ ବସ ଭାସିଯାଇଥିବା ବେଳେ ବସ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରାଉରକେଲାରୁ ବାମରା ଦେଇ ସୋଲ ଅଞ୍ଚଳକୁ ଯାଉଥିଲା ବସ ।
#ArgusNews #ArgusNewsTV #Odisha #rourkela #Kuchinda #bus