ଦୁର୍ଗମକୁ ଛୁଇଁପାରୁନି ବିକାଶ । ଦୀର୍ଘ ବର୍ଷ ପରେ ବି ବଦଳୁନି ଚିତ୍ର । ଶୁଣୁନାହିଁ ପ୍ରଶାସନ । ପ୍ରତିବର୍ଷ ଅର୍ଥ ଓ ଶ୍ରମ ଦାନରେ କାଠ ପୋଲ ତିଆରି କରି ଯାତାୟତ କରୁଛନ୍ତି ଗ୍ରାମବାସୀ । କୋରାପୁଟ ଜିଲ୍ଲାରୁ ଦେଖିବା ବିକାଶର ବାସ୍ତବ ଚିତ୍ରକୁ ନେଇ ଏହି ରିପୋର୍ଟ
#Koraput #Kotpad #durgamodisha #bridge #underdevelopment #ArgusNews