ନାହିଁ ନାହିଁର ଗାଁ ନବରଙ୍ଗପୁର ତୋହରା ପଂଚାୟତର ଆମପାଣି । ଶୁଦ୍ଧ ପାନୀୟ ଜଳ ବଦଳରେ ଲୋକେ ପିଉଛନ୍ତି ନାଳ ପାଣି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କଥା ନ କହିବା ଭଲ । ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ପୃଷ୍ଟିକର ଖାଦ୍ୟରୁ ବଂଚିତ ପିଲା । ବୃଦ୍ଧ ବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ମିଳୁନି ଭତ୍ତା ।
#Nabrangpur #Umerkote #WaterProblem #Education #Health #RoadProblem #Anganwadi #Pension #BasicFacilities #SchoolProblem #VillagersProblem #SantoshPatra #Odisha #ArgusNews