#ନାହିଁ_ନାହିଁର_ଗାଁ_ପାରଗୁଡ଼ା
ଦୁର୍ଗମ ମାଲକାନଗିରି ଖଇରପୁଟ ବ୍ଲକ ମାଡକାପଦର ପଞ୍ଚାୟତର ପାରଗୁଡା ଗାଁ । ଗାଁକୁ ଯିବାକୁ ଏକ କଚା ଅବଡା ଖବଡା ରାସ୍ତାରେ ସାତରୁ ଆଠ କିଲୋମିଟର ଚାଲି ଯିବାକୁ ପଡ଼େ । କେବଳ ସେତିକି ନୁହେଁ ଛୋଟ ବଡ଼ ନାଳ ଓ ପଥୁରିଆ ରାସ୍ତା ପଡ଼େ । ପାରଗୁଡା ଗାଁରେ ପ୍ରାୟ ୬ଶହ ଲୋକ ବସ ବାସ କରନ୍ତି । ହେଲେ ଆଜିବି ଏହି ଗାଁ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ । ଗାଁରେ ବିକାଶ କ'ଣ ଲୋକେ ଜାଣି ନାହାନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ସବୁଥିରେ ଏହି ଗାଁରେ ପଛରେ ।
#Malkangiri #khairput #madakapada #Paraguda #development #Roadissue #WaterIssue #EducationIssue #hospitalissue #Odisha #ArgusNews