ନା ଅଛନ୍ତି ଶିକ୍ଷକ , ନା ଅଛି ଶିକ୍ଷାର ଆନୁସଙ୍ଗିକ ବ୍ୟବସ୍ଥା l ଶିକ୍ଷା ପରି ମୌଳିକ ଅଧିକାରରୁ ବଞ୍ଚିତ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀ l କେବଳ ଦୁଇଟି କୋଠରୀରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା l
#Odisha #ArgusNews #Rayagada #BishamaKatek #students #Odisha #BasicAmenities #EducationSystem