ନିଆଁ ଲାଗି ଜଳିଗଲା 7 ବଖରା ଘର । ଘରର ସମସ୍ତ ଆସବାବପତ୍ର ସହ ଝିଅ ବିବାହ ପାଇଁ ରଖିଥିବା 3 ଲକ୍ଷ ଟଙ୍କା ଏବଂ ସୁନା ଗହଣା ମଧ୍ୟ ନିଆଁରେ ପୋଡି ପାଉଁଶ ହୋଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗତ 24 ତାରିଖ ଦିନ ପେଣ୍ଠକଟା ସ୍ଥିତ ବେହେରା ସାହିରେ ।
#Puri #homefire #bjd #pratisthadivas #celebration #Odisha #ArgusNews