#ପିପିଲି_ଅଞ୍ଚଳରେ_ଶାସକ_ଦଳର_ଗୁଣ୍ଡାରାଜ
#ଦଳକୁ_ସମର୍ଥନ_ନାହିଁତ_ପକ୍କାଘର_ନାହିଁ
ସରକାରଙ୍କ ଅନେକ ଯୋଜନା ରହିଛି ହେଲେ ତାହା ପହଂଚି ପାରୁନି ଯୋଗ୍ୟ ହିତାଧିକାରୀଙ୍କ ପାଖରେ। ରାଜନୈତିକ ଆକ୍ରୋଶ ହେଉ କି ବିଭାଗୀୟ ଅଧିକାରୀଙ୍କ ଅପାରଗତା ପକ୍କାଘର ଯୋଜନାରୁ ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ
#Puri #PiPili #AbasYojana #Odisha #ArgusNews