ନିଆରା ଆମ୍ବ ଗଛ
ସାଧାରଣତଃ ଗୋଟିଏ ଗଛରେ ଗୋଟିଏ ପ୍ରକାର ଆମ୍ୱ ଫଳିଥାଏ । ମାତ୍ର ଗୋଟିଏ ବଗିଚାରେ ଆମ୍ୱ ଗଛ ଲଗାଯାଇଛି । ଯେଉଁଥିରେ 121 ପ୍ରକାର ଆମ୍ୱ ଫଳିଛି । ଉତ୍ତରପ୍ରଦେଶର ସାହାରନପୁରରେ ଗୋଟିଏ ଗଛରେ ଫଳିଛି 121 ପ୍ରକାର ଆମ୍ୱ ।
#ArgusNews #NatioanNews #Uttarpradesh #Mangotree #RareMangotree