ନିଆରା ଢଙ୍ଗରେ ନୂଆବର୍ଷ ପାଳନ କଲେ ଯୁବ ସମାଜସେବୀ ଅଭୟ ବାରିକ । ସରକାର ନୂଆବର୍ଷକୁ ନେଇ କଟକଣା ଜାରି କରିଥିବା ବେଳେ ଜନସାଧାରଣମାନଙ୍କୁ ଫୁଲତୋଡା, କ୍ୟାଲେଣ୍ଡର, ନୋଜମାକ୍ସ, ଗଛ ବାଣ୍ଟି ପରିବେଶ ବଞ୍ଚାଇବା ସହ ଓମିକ୍ରନରୁ ବଞ୍ଚିବା ପାଇଁ ସଚେତନ କରି ନୂଆ ବର୍ଷ ପାଳନ କଲେ
#Athagarh #socialworker #AbhayaBarik #Newyearcelebration #plantation #ArgusNews