ଆଜି ସେନା ଦିବସ ପାଳୁଛି ସାରା ଦେଶ । ନିଆରା ଢଙ୍ଗରେ ସୈନିକଙ୍କୁ ସଲାମ । ୧୭୭୪ ମ୍ୟାଚ୍ ଷ୍ଟିକ୍ ବ୍ୟବହାର କରି T- 90 ଭୀଷ୍ମ ଇଣ୍ଡିଆନ ଆର୍ମି ଟ୍ୟାଙ୍କର ମଡେଲ୍ ପ୍ରସ୍ତୁତ । ପୁରୀର ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ତିଆରି କଲେ ମଡେଲ୍ ।
#Armyday #celebrating #soldiers #Puri #artist #saswatranjansahoo #matchsticks #ArgusNews