#ନିଆରା_ଢଙ୍ଗ_ରେ_ଜନ୍ମଦିନ_ପାଳିଲେ_ଡାବୁଗାଁ_ବିଧାୟକ
ନିଜର ନିଆରା ଅନ୍ଦାଜ ରେ କାମ କରିବା ଓ ଲୋକ ସମ୍ପର୍କ ପାଇଁ ଚର୍ଚ୍ଚାରେ ରହିଆସୁଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପୁଣି ଭିନ୍ନ ଅନ୍ଦାଜ ରେ ଜନ୍ମଦିନ ପାଳନ କରି ଚର୍ଚ୍ଚାରେ । ଜନ୍ମ ଦିନ ଏକ ଜୀବନ ର ଏକ ବିଶେଷ ମୁହୂର୍ତ୍ତ ହୋଇଥିବା ବେଳେ ସ୍ମୃତି କୁ ସାଉଁଟି ରଖିବା ପାଇଁ ପରିବାର ଓ ଆତ୍ମୀୟ ସଜ୍ଜନ ଙ୍କ ସହ ଦିନଟିକୁ କାଟିବାକୁ ପସନ୍ଦ କରିଥାନ୍ତି
#ArgusNews #Odisha #ArgusNewsTV #Nabarangapur #Dabunga #MLA #Birthday_Celebration