ଡାକ୍ତର ସୁରେନ୍ଦ୍ର ମହାନ୍ତି ପେସାରେ ଗଣମାଧ୍ୟମ ପ୍ରତିନିଧି କିନ୍ତୁ ନିଶା ତାଙ୍କର ଜ୍ୟୋତିଷ ମେଡିକାଲ ଓ ସାଇନ୍ସ ଉପରେ ରିସର୍ଚ୍ଚ କରି ବହି ଲେଖିବା । ଶରୀର ସହିତ ଲାଇଟର ସମ୍ପର୍କ ବିଷୟରେ ଉପରେ ଆଧାରିତ ହୋଇଛି । ସେ କୁହନ୍ତି 20 ବର୍ଷର ରିସର୍ଚ୍ଚ ପରେ ସେ ଏହି ବହି କୁ ଲେଖିବାରେ ସକ୍ଷମ ହୋଇ ପାରିଛନ୍ତି
#Rourkela #Journalist #Astrology #Book #Odisha #ArgusNews