ପୁଅ ଘର ବାଲେଶ୍ୱର ଆଉ ଝିଅ ଘର ବୌଦ୍ଧରେ । ଉଭୟଙ୍କ ମଧ୍ୟରେ ପ୍ରଥମ ଦେଖା ଖୋର୍ଦ୍ଧାର ଏକ କଲେଜରେ । ପୁଅ ଓ ଝିଅ କେହି କହିପାରନ୍ତିନି କଥା । ଜନ୍ମରୁ ବାକ ବାଧିତ । କଥା କହିନପାରୁଥିଲେ ମଧ୍ୟ ଉଭୟ ଉଭୟଙ୍କୁ ଭଲ ପାଇ ବସିଲେ । ଭାଷା ସିନା ନିଶବ୍ଦ ଥିଲା ହେଲେ ଆଖିର ଇସାରାରେ କରିନେଲେ ମନ ଦିଆନିଆ । ଏବେ କରୋନା କଟକଣା ମଧ୍ୟରେ ନିଆରା ଏହି ପ୍ରେମପକ୍ଷୀଙ୍କ ବାଜିଛି ସାହାନାଇ ।
#ArgusNews #ArgusNewsTV #Odisha #GoodNews #SpecialMarriage #Speechdisorders