#ନିଖୋଜ_ଶୂଆ_ପାଇଁ_୫_ହଜାର_ଅର୍ଥ_ରାଶି
#ଶୂଆକୁ_ଖୋଜି_ଆଣିଲେ_ମିଳିବ_ପୁରସ୍କାର
କଟକ ସହରର ତୁଳସୀପୁର ଅଞ୍ଚଳରେ ହଜିଥିବା ଏକ ନିଖୋଜ ଶୁଆ ପାଇଁ ୫ ହଜାର ଟଙ୍କାର ଆର୍ଥିକ ରାଶି । ଖୋଜି ଆଣିଦେଲେ ଦିଆଯିବ ଏହି ଆର୍ଥିକ ପୁରସ୍କାର । ଯାହାର ଲିଫଲେଟ ଏବେ କଟକ ସହରରେ ବଣ୍ଟା ହେଲାଣି । ବିଭିନ୍ନ ଖବର କାଗଜ ଠାରୁ ଆରମ୍ଭ କରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ । ସବୁଥିରେ ନିଖୋଜ ଶୁଆ କୋକୋ ପାଇଁ ଦିଆଯାଇଛି ବିଜ୍ଞାପନ ।
#Cuttack #Tulsipur #Rs5000 #missing #newspapers #varioussocialmedia #Advertisement #missing #Parrots #Odisha #ArgusNews