ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ କରିବା ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ବେ ବି ଶୁଣିଲାଣି ପ୍ରଶାସନ। ଶେଷରେ ବାଧ୍ୟ ହୋଇ ନିଜ ଗାଁ ରାସ୍ତାକୁ ନିଜେ ନିର୍ମାଣ କଲେ ଗ୍ରାମବାସୀ । ଏ ଦୃଶ୍ୟ ହେଉଛି ଗଞ୍ଜାମ ସୋରଡା ବ୍ଲକ ସରବାଡ଼ି ପଞ୍ଚାୟତ ଲଙ୍ଗଳଝୁଳି ଗ୍ରାମର।
#OdishaGovernment #RoadProblem #villagers #roadbuilt #villageroads #Ganjam #ArgusNews