#କେମିତି_ମଲେ_ସ୍ୱାସ୍ଥ୍ୟମନ୍ତ୍ରୀଙ୍କ_ରୋଷେୟା_ଲଲିତ_ସାହୁ
#ଲଳିତ_ଜାଣିଥିଲା_କି_ଏମିତି_କିଛି_ବଡ_ଗୁମର
ନିଜର ରୋଷେୟା ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପାଇଁ ବଢିଲା ଅଡୁଆ । ଝାରସୁଗୁଡାର ସରବାହାଲ ଘରୁ ମିଳିଥିଲା ରୋଷେୟା ଲଳିତର ମୃତଦେହ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ରାତି ଅଧିଆ ପୋଲିସର ପୋଷ୍ଟମର୍ଟମକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଆଉ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ ।
#NabaKishoreDas #odisha #ArgusNews #Jharsuguda #LalitSahoo #cook #HealthMinister #Dhenkanal