ଜୟପୁର ବ୍ରାହ୍ମଣୀ ଗାଁ ଦୁଷ୍କର୍ମ ମାମାଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଦଳ ଅଭିଯୋଗ ଆଣିଛି, ବିଜେଡି ପାଳିଛି ଅପରାଧୀ । ଘଟଣାର ଏତେଦିନ ପରେ ବି ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଉନି ତାକୁ ନେଇ ଉଠିଛି ପ୍ରଶ୍ନ ।
#bjppressmeet #Jaypore #Nandapur #Rapecase #criminal #notarrested #Odisha #ArgusNews