#ନିଜ_ଘରେ_ବନ୍ଦୀ_ହୋଇ_ରହିଛନ୍ତି_ମହିଳା !
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଂଚଳରେ । ୭୪ ବର୍ଷୀୟ ମହିଳା ଅନୁସୟା ମହାନ୍ତି ଏବଂ ତାଙ୍କ ୪୪ ବର୍ଷୀୟ ସାନ ପୁଅ ମୃତ୍ୟୁଞ୍ଜୟ ମହାନ୍ତି । ଦୀର୍ଘ ୪/୫ ଦିନ ହେବ ସେମାନଙ୍କୁ ବନ୍ଦୀ କରି ରଖାଯାଇଛି । ଶୁଣନ୍ତୁ ଖନ ରହିଛି ସେମାନଙ୍କ ପ୍ରତିକ୍ରିୟା
#bhubaneswar #Nayapalli #women #AnasuyaMohanty #ArgusNews