ନିଜ ପୁଅର ଚିକିତ୍ସା ପାଇଁ ଆକୁଳ ନିବେଦନ କରୁଛନ୍ତି ମା
ହାଇଦ୍ରାବାଦ ଯାଇ ନିରାଶ ହେବା ପରେ ଅଧିକ ଚିକିତ୍ସା ପାଇଁ ସନ୍ତୋଷଙ୍କ ବାପା ମା ତାଙ୍କୁ ଭୁବନେଶ୍ବର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ହେଲେ ବିଡମ୍ବନା ଯେ, ଛାତ୍ରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ଏବେ ବାଧକ
#ArgusNews #Odisha #Bhubaneswar #StudentNeedHelp #Healthissue