ନିମ୍ନମାନର କାମ ପାଇଁ ଭାଙ୍ଗିଲା ଘାଇ । ପ୍ରତି ବର୍ଷ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ଯାଜପୁର ଜିଲ୍ଲା ବରୀ ବ୍ଲକ ସାହୁପଡ଼ା ମାଟିଆପଡାରେ ଘାଇ ଭାଙ୍ଗି 14ଟି ପଞ୍ଚାୟତର 2 ଲକ୍ଷ ଲୋକ ଜଳବନ୍ଦୀ । ଅନେକ ଧନ ଜୀବନ ଏଥିପାଇଁ ନଷ୍ଟ ହେବା ସହ ହଜାର ହଜାର ଏକର ଜମିରେ ହେଉଥିବା ଫସଲ ନଷ୍ଟ ହେଇଯାଇଛି l
#BrahmaniRiver #Jajpur #floods #cropsdestroyed #Waterlogged #Odisha #ArgusNews