ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ପଘିରା ନେଉଳା ସଂଯୋଗୀକରଣ ରାସ୍ତାର ଦୁଧେଇ ନାଳ ଉପରେ ବିଜୁ ସେତୁ ଯୋଜନାରେ ବିନା ସୂଚନା ଫଳକରେ 8କୋଟି ଟଙ୍କା ବିନିମୟରେ ନିର୍ମାଣାଧୀନ ବିଜୁ ସେତୁ ନିମ୍ନମାନର ହେଉଥିବା ଦେଖି ଗ୍ରାମବାସୀ ପ୍ରତିବାଦ କରିଛନ୍ତି । କିନ୍ତୁ ଏହି ସେତୁ ନିମ୍ନମାନର ହେଉଥିବା ଦେଖି ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ଯାହାକୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l
#argusnews #bijusetu #jajpur #protest #lowqualityvideo #work #odisha