#ନିମ୍ବ_ତୁଳସୀରେ_ନିର୍ମିତ_ହେଲା_ବିଶ୍ୱର_ସବୁଠୁ_କ୍ଷୁଦ୍ର_ରଥ !
ବରିଷ୍ଠ ବାଲୁକାଶିଳ୍ପୀ ସୁବଳ ମହାରଣା ଗତବର୍ଷ ଦେଢ଼ଇଞ୍ଚ ଉଚ୍ଚର କ୍ଷୁଦ୍ର ରଥ ନିର୍ମାଣ କରି ସମସ୍ତଙ୍କ ଆଖି ଖୋସି ଦେଇଥିଲେ । ମାତ୍ର ୧୫ଘଣ୍ଟା ୨୦ ମିନିଟରେ ବିସ୍ମୟ ସୃଷ୍ଟିକାରୀ ଏଭଳି ସୁକ୍ଷ୍ମ ରଥ ନିର୍ମାଣକୁ ୭ଟି ଦେଶରୁ କରାଯାଇଥିଲା ପ୍ରଶଂସା । ଚଳିତ ବର୍ଷ ସୁବଳ ଆଉ ପାଦେ ଆଗକୁ ଯାଇ ନିଜ ବାଡ଼ିରେ ଥିବା ନିମ୍ବ ,ତୁଳସୀ,ଦୁବ ଆଉ ଚନ୍ଦନ କାଠରେ ମାତ୍ର ଅଧ ଇଂଚ ଉଚ୍ଚତାରେ ନିର୍ମାଣ କରିଛନ୍ତି ବିଶ୍ୱର ସବୁଠୁ କୁନି ରଥ
#ArgusNews #Odisha #ArgusNewsTV #GoodNews #Bhubaneswar #Small_Ratha