କରୋନା ମହାମାରୀ ପାଇଁ ଶେଷ ବର୍ଷର ପରୀକ୍ଷା ବିଳମ୍ବରେ ହୋଇଛି। ତେଣୁ ସେମାନଙ୍କ ପରୀକ୍ଷା ଫଳ ବାହାରି ନାହିଁ। ସେପଟେ ରାଜ୍ୟ ସରକାରଙ୍କ କଣ୍ଟ୍ରାକଚୁଆଲ ଶିକ୍ଷକ ନିଯୁକ୍ତି ପଦ ବାହାରିଛି। ତାହା ସେପ୍ଟେମ୍ବର ୧୪ ରେ ଶେଷ ତାରିଖ ରହିଛି। ତେଣୁ ଯଦି ଏହି ନିବେଦନର ସମୟସୀମା ବଢାଯାଏ ତେବେ ଏହି ଛାତ୍ର ଛାତ୍ରୀମାନେ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ କରିପାରନ୍ତେ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଇଡି ଛାତ୍ରଛାତ୍ରୀ
#ArgusNews #Odisha #BEDStudent