#ନିଯୁକ୍ତି_ପାଇଁ_କାନ_ଧରି_ଆଣ୍ଠେଇ_ପ୍ରତିବାଦ_କଲେ_ବି_ଇ_ଡି_ଶିକ୍ଷକ ।
7 ବର୍ଷ ହେଲା ନିଯୁକ୍ତି ବିଜ୍ଞାପନ ବାହାରି ନଥିବାରୁ ଏସ ଏସ ଟି ଇ ଟି ପାସ କରି ଥିଲେ ମଧ୍ୟ କ୍ରୀଡା, ହିନ୍ଦୀ ଓ ସଂସ୍କୃତ ପାଇଁ ନିଯୁକ୍ତି ବାହାରି ନଥିବାରୁ ବେକାର ହୋଇ ବସିଛନ୍ତି । ଏନେଇ ମନ୍ତ୍ରୀ ଓ ସଚିବଙ୍କୁ ବାରମ୍ବାର ଦେଖା କରିଥିଲେ ମଧ୍ୟ କିଛି ସୁଫଳନ ମିଳିବାରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।
#ArgusNews #Odisha CMO Odisha #bed #teacher