#ନିରଞ୍ଜନ_ବନାମ_ମୋକିମ୍
ପିସିସି ମୁଖିଆ ପଦରୁ ନିରଞ୍ଜନଙ୍କୁ ହଟାଇବା ପାଇଁ ଉଦ୍ୟମ କରୁଛନ୍ତି ମୋକିମ୍ । ଖୋଦ୍ ନିରଞ୍ଜନଙ୍କ ଭାଇରାଲ୍ ଅଡିଓକୁ ନେଇ କଂଗ୍ରେସରେ କଂପନ । କହୁ କହୁ ସତ ଉଗାଳିଦେଲେ ନିରଞ୍ଜନ। ରାଜ୍ୟ କଂଗ୍ରେସ ଦଳ ଭିତରେ କିଭଳି ଗୋଡ ଟଣା ଓଟରା ଚାଲିଛି ନିଜେ ଖୁଲାସା କରିଦେଲେ ପିସିସି ସଭାପତି।
#MohammedMoquim #NiranjanPatnaik #Congress #AudioViral #PCCpresident #Politics #ArgusNews