ରାଜ୍ୟରେ ଅପ୍ରାସଙ୍ଗିକ ହେବ କି କଂଗ୍ରେସ ? । ପୁଣି ତେଜିଲା କଂଗ୍ରେସର ଅନ୍ତଃକନ୍ଦଳ । ନିରଞ୍ଜନ ବିରୋଧୀ ମେଳିରେ କଂଗ୍ରେସର ୮ ବିଧାୟକ । ରାହୁଲଙ୍କୁ ଚିଠି ଲେଖି ସମୟ ମାଗିଲେ । ପିସିସି ମୁଖିଆଙ୍କୁ ହଟାଇବାକୁ ଯୋଜନା ଚାଲିଥିବା ନେଇ ଚର୍ଚ୍ଚା ।
#Congress #controversy #NiranjanPatnaik #RahulGandhi #Odisha #ArgusNews