#ନିର୍ଣ୍ଣାୟକ_ମୋଡରେ_ସୁକତେଲ_ପ୍ରକଳ୍ପ
ପ୍ରକଳ୍ପ ପାଇଁ ସ୍ଥାନାନ୍ତର । ଗାଁ ଯାକ ପୋଲିସ ଛାଉଣି । ଭିଟାମାଟି ଛାଡିବାକୁ ନାରାଜ ସ୍ଥାନିୟ ବାସିନ୍ଦ
ଆଖି ଆଗରେ ଭାଙ୍ଗି ଯାଉଛି ରହୁଥିବା ଘର...ଜେସିବି ମୁହଁରେ ଗୋଟେପରେ ଗୋଟେ ଧୁଳିସାତ ହେଇ ଯାଉଛି...କିଏ ଆସବାବ ପତ୍ର ଧରି ଘର ଖାଲି କରୁଛିତ କାହାର ଘର ପୁରା ମାଟିରେ ମିସି ଯାଉଛି । ବଲାଙ୍ଗିର ପରଧିଆପାଲି ଗାଁରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ ।
#ArgusNews #ArgusNewsTV #Odisha #Bolangir #Loisingha #SuketalProject