ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ଅକ୍ତିଆରରେ ରହିଛି ମନ୍ଦିର ଜମି। ଜୋର ଜବରଦସ୍ତ ମନ୍ଦିର ଜମିରେ ଜାହିର କରାଯାଇଛି ମାଲିକାନା। ରାଜଧାନୀ ଉପକଣ୍ଠ ଜଟଣୀ ଗଙ୍ଗପଡା ପଞ୍ଚାୟତରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଅଶୋକ କୁମାର ପ୍ରଧାନ ନାମକ ଜଣେ ସ୍ଥାନୀୟ ବାସିନ୍ଦା ଦୀର୍ଘ ବର୍ଷ ହେବ ସ୍ଥାନୀୟ ମନ୍ଦିରର କିଛି ଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି।
#temple #land #Odisha #ArgusNews #Encroachment