ଖୋର୍ଦ୍ଧା ୨ନମ୍ବର ଜୋନର ନନ୍ଦପୁର ଗ୍ରାମରେ ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ତନିମା ସେଠୀ ପ୍ରଚାରକୁ ଯୋରଦାର କରିଛନ୍ତି । ନିଜ ସମର୍ଥକମାନଙ୍କୁ ଧରି ଘରକୁ ଘର ଯାଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି
#khordha #Nandapur #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews