ଭଦ୍ରକ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ବୟସ ବି ହାର ମାନିଛି। ପରିଣତ ବୟସରେ ଜଣେ ବୃଦ୍ଧା ନିଜ ସ୍ୱାମୀ ଙ୍କ ଅଧୁରା ସ୍ବପ୍ନ କୁ ସାକାର କରିବ ପାଇଁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବୟସ ୭୫ ହେଲେ ବି ସେ ଚଳଚଞ୍ଚଳ ଦେଖାଯାଉଛନ୍ତି।
#Bhadrak #Elections #Oldlady #nomination #Odisha #ArgusNews