ଯାଜପୁର ଜିଲା ଦଶରଥପୁର ବ୍ଲକ ମଲିକାପୁର ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦୀପ୍ତିରଂଜନ ମଲ୍ଲିକ ନିଜର ପ୍ରଚାର କାର୍ଯ୍ୟ ଜୋର ସୋର ରେ କରିଛନ୍ତି । ଦୀପ୍ତିରଂଜନ ମଲିକ ଫାର୍ମାସିଷ୍ଟ ହୋଇଥିଲେ ମଧ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ପାଦ ଦେଇଛନ୍ତି ।
#Jajpur #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews