ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ଲାଗିପଡିଛନ୍ତି ଭୋଟରଙ୍କ ମନ ଜିଣିବାରେ । ରାଜକନିକା ବ୍ଲକ ବରୁଣାଡିଆ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଅବସରପ୍ରାପ୍ତ ସୈନିକ ଦୁର୍ଯ୍ୟୋଧନ ମହାନ୍ତି
#Kendrapada #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews