ଆଜି ବ୍ଲକଅଧ୍ୟକ୍ଷ ପାଇଁ ପ୍ରତି ବ୍ଲକରେ ନିର୍ବାଚନ ଥିବା ବେଳେ ଅଧ୍ୟକ୍ଷଙ୍କୁ ନିର୍ବାଚନରେ ଭୋଟ ଦେବା ପାଇଁ ସମିତିସଭ୍ୟ ମାନଙ୍କୁ ଏକ ଶିବ ମନ୍ଦିରରେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଇଶ୍ଵରଙ୍କ ନାମରେ ଦୀପ ଛୁଆଇଁ ଶପଥ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
#Khordha #begunia #election #Election2022 #blockchairman #oath #viralvideo #Odisha #ArgusNews