#ନିର୍ବାଚନ_ଆଚରଣ_ବିଧିକୁ_ଖୁଲମ_ଖୁଲା_ଉଲଂଘନ
ସରପଞ୍ଚ ପ୍ରାର୍ଥୀ ବିଜୁ ଜନତା ଦଳର ପୋଷ୍ଟର ଲଗାଇ କରୁଛନ୍ତି ନିର୍ବାଚନୀ ପ୍ରଚାର । ପଞ୍ଚାୟତ ସରପଞ୍ଚ ପାର୍ଥି କୌଣସି ଦଳର ହୋଇ ନଥିବା ବେଳେ ଏହାର ଉଲଂଘନ କରୁଛନ୍ତି ରଘୁନାଥପୁର ସରପଞ୍ଚ ପାର୍ଥିନି ସୁଚିତ୍ରା ପଣ୍ଡା ।
#PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews