ନିର୍ବାଚନ ପୂର୍ବରୁ ଗାଁରେ ଗାଁରେ ପୋଲିସର ଫ୍ଲାଗ ମାର୍ଚ୍ଚ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମ ଭଞ୍ଜନଗର ବ୍ଳକର ପ୍ରତି ଗାଁରେ ପୋଲିସର ଫ୍ଲାଗ ମାର୍ଚ୍ଚ। ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଉଛି ପୋଲିସ।
#Ganjam #bhanjanagar #PanchayatElection #Police #FlagMarch #ArgusNews