ପୁଣି ଯୋଜନା ଆଳରେ ବିଜୁ ଜନତା ଦଳକୁ ସୁହାଇଲା ଭଳି କାର୍ଯ୍ୟକ୍ରମ । ନିକଟରେ ଅନୁଗୁଳ ଜିଲ୍ଲାରେ ମୁକ୍ତା ଯୋଜନାରେ ରାଜନୀତି କରଣକୁ ନେଇ ଦେଖା ଦେଇଛି ଵିରୋଧାଭାଷ । ବିଧାନସଭାର ଉପବାଚସ୍ପତି ରଜନୀ କାନ୍ତ ସିଂ ପଦର ମର୍ଯ୍ୟାଦା ରଖୁ ନ ଥିବା ନେଇ ରଜନୀଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ
#Angul #BJDProgramme #MuktaYojna #ArgusNews