ପ୍ରଚାର ମଇଦାନରେ ହଟହଟା ସାଂସଦ । ସାଂସଦ ରମେଶ ମାଝୀ ନିଜ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ତ୍ରିମିଳା ପୂଜାରୀ ଏବଂ ଇଚ୍ଛାପୁର ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବା ବେଳେ ଧୂମାଆମ ଗ୍ରାମବାସୀ ଅଣ୍ଡାମାଡ଼ କରିବା ସହିତ ଗାଁ ବାସୀ ସାଂସଦଙ୍କୁ ଘେରିଥିଲେ।
#MLA #zillaparisad #eggattack #Attack #PanchaytElection #ElectionCampaign #Odisha #ArgusNews