#ନିର୍ବାଚନ_ହାରିବାରୁ_ସରପଞ୍ଚ_ପ୍ରାର୍ଥୀ_କଲେ_ରାସ୍ତାରୋକ
ରାସ୍ତାରେ ଗାତ ଖୋଳି, ବଡ ବଡ ପଥର ରଖି ରାସ୍ତା ବନ୍ଦ କଲେ ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ । ଏମିତି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତ ଠାରେ । ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ପରାଜୟ ପରେ ବିଜେଡ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ୫ଟି ଗାଁ କୁ ସଂଯୋଗ କରୁଥିବା ରାସ୍ତା ରେ ଗାତ ଖୋଳି, ପଥର ପକାଇ ଗାଁ ଗୁଡ଼ିକୁ ରାସ୍ତା ବନ୍ଦ କରିଥିବା ଅଭିଯୋଗ ହୋଇଛି ।
#Gajapati #Raygada #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews