ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକ ବନଗୁଡା ଗାଁରେ ପୋଲ ଭୁଶୁଡ଼ିବାକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଲାଣି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ପୋଲ ନିର୍ମାଣ କାମ ଆରମ୍ଭ ହୋଇପାରୁନି। ଫଳରେ ଅଞ୍ଚଳବାସୀ ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି।
#ArgusNews #Odisha #ArgusNewsTv #Malkangiri #polecollapsed