ଆଜି ବି ବଞ୍ଚି ରହିଛି ସମାଜରେ ମଧ୍ୟ ଯୁଗୀୟ ବିକୃତ ମାନସିକତା । ଜାତିଅଣା ଭେଦ ଭାବ ଆକ୍ଷେପ କରି ଗୋଟିଏ ପରିବାରକୁ ନିଆଁ, ପାଣି ବାସନ୍ଦ କରାଯାଇଛି । ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନିଳଗିରୀ ଥାନା ଗଙ୍ଗାଦେଇପୁର ଗ୍ରାମରେ । ଅର୍ଣ୍ଣପୂର୍ଣ୍ଣା ସେଠୀ ଓ ତାଙ୍କ ପରିବାରକୁ ଜାତିଅଣା ଭାବ ଦର୍ଶାଇ ନିଆଁ ପାଣି ବନ୍ଦ କରିଛନ୍ତି
#ArgusNews #Odisha #Balasore #Nilagiri #Discrimination